ସୁଚରିତା ପାଇଲେ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଆୱାଡ

ଜୁଯୋମୁରା ବ୍ଳକ ବାହାମ ପଞ୍ଚାୟତ ପଡିଆବାହାଲର ଝିଅ
ସୁଚରିତା ହେଲେ ନିମର ଶ୍ରେଷ୍ଟ ଶିକ୍ଷାର୍ଥୀ । ଆଜି ଭୁବନେଶ୍ବର ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ଇଭେଣ୍ଟ ମ୍ୟାନେଜମ୍ୟାଣ୍ଟ କରୁଥିବା ସୁଚରିତା ଷଡଙ୍ଗୀ ଚଳିତ ବର୍ଶର ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଏୱାଡ ହାସଲ କରିଛନ୍ତି ।

ତାଙ୍କ ଏହି ସଫଳତା ପାଇଁ ସମଗ୍ର ଜୁଯୋମୁରା ବ୍ଳକର ପଡିଆବାହାଲ ଅଞ୍ଚଳରେ ଖୁସୀର ଲହରି ଖେଳିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes