ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା

ସୁଉଚ୍ଚ ତୋରଣ ଓ ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ କଟକଣା ଜାରି କରିଛନ୍ତି ହାଇକୋର୍ଟ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍‌ ନିର୍ମାଣ ଅନୁମତି କହିଲେ। ଏହା ସହ ୬୫ ଡେସିବଲ୍‌ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes