ସିଡ଼ାକ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା

ଆଜି ପୂର୍ବାହ୍ନରେ ସିଡ଼ାକର ସଭାଗୃହରେ ନାବାର୍ଡ କନସଲଟାନ୍ସି ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ ସହିତ ରାଜ୍ୟ କଳା ଓ ହସ୍ତ ଶିଳ୍ପ ବିକାଶ ଅନୁଷ୍ଠାନ -ସିଡ଼ାକର ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଛି l

ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ନାଵକନ୍ସ ସାଧାରଣ ପରିଚାଳକ ବିଭୁତି ଭୂଷଣ ସାହୁ ଏବଂ ସିଡ଼ାକର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version