ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି।ଆସନ୍ତା ଏପ୍ରିଲ୍ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। CBI କୋର୍ଟରେ ବିଚାରାଧୀନ ମାମଲାକୁ ବିରୋଧ କରି ହାଇକୋର୍ଟ ଯାଇଛନ୍ତି ରବୀନ୍ଦ୍ର।
ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ରବୀନ୍ଦ୍ର।
Credible Local News of Odisha