ସଦର ବ୍ଲକ ସିଲିସୁଆଁ ଗ୍ରାମରେ ଶ୍ରୀ ସତ୍ୟନାରାୟଣ ମନ୍ଦିର ଉଦଘାଟିତ ହୋଇଛି। ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ପୂଜାର୍ଚ୍ଚନା କରିଥିଲେ।
ଶାନ୍ତି ଶୃଙ୍ଖଳା ମଧ୍ୟରେ ମନ୍ଦିର ଉଦଘାଟନ ହୋଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜକଙ୍କ ପକ୍ଷରୁ ଆୟୋଜନ ହୋଇଥିଲା।
Credible Local News of Odisha