ସିଭିଲ ସର୍ଭିସ ଫଳାଫଳ; ୧୦୦ ନଂ ସ୍ଥାନରେ ଓଡ଼ିଶାର ସାତ୍ତ୍ବିକ ସତ୍ୟକାମ୍

ସେହିଭଳି ୨୧୧ ନଂ ସ୍ଥାନରେ ଓଡ଼ିଶାର ତନିଶା ମିଶ୍ର, ୧୨୧ ନଂ ସ୍ଥାନରେ ଓଡ଼ିଶାର ଅମ୍ରିତ ମହାପାତ୍ର, ୪୨୩ ନଂ ସ୍ଥାନରେ ଓଡ଼ିଶାର ଶୁଭମ୍‌ ମିଶ୍ର, ୪୨୮ ନଂ ସ୍ଥାନରେ ଓଡ଼ିଶାର ଅନିମେଶ ମିଶ୍ର ଓ ୪୪୫ ନଂ ସ୍ଥାନରେ ଓଡ଼ିଶାର ଅନିଲ୍‌ ମିଶ୍ର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes