ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଲେ କାର୍ତ୍ତିକ

ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷା-୨୦୨୧ ଫଳ ପ୍ରକାଶ ପାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର କାର୍ତ୍ତିକ ପାଣିଗ୍ରାହୀ ୬୩ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଏନେଇ ସେ କହିଛନ୍ତି ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version