ସି-ସୋର୍ ଚିଟ୍ଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବି ଜେନାଙ୍କ ଅଡୁଆ ବଢ଼ିଛି। ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଆସନ୍ତା ୧୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍ କରିଛି ସିବିଆଇ। କେସ୍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇଦେବାକୁ ହାଇକୋର୍ଟ ଆସିଥିଲେ ରବୀନ୍ଦ୍ର।