ସିଦ୍ଧେଶ୍ୱର ବଳିରାମ ବୋଣ୍ଡାର ଭଦ୍ରକର ନୂଆ ଜିଲ୍ଲାପାଳ

ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ଵର ବଳିରାମ ବୋଣ୍ଡାରଙ୍କୁ ଆଜି ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି l

ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes