ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସ୍ଵାଧୀନତା ଦିବସ ପାଳିତ

ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ।

କଲେଜ ଅଧ୍ୟକ୍ଷ ଡ.ଧୀରେନ୍ଦ୍ର କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes