ରାଜ୍ୟରେ ଏକ ନୂଆ ବ୍ରଡ ଗଜ ରେଳ ଲାଇନ୍କୁ ସ୍ବତନ୍ତ୍ର ରେଳ ପ୍ରକଳ୍ପ ମାନ୍ୟତା ମିଳିଛି। ଟିକିରିରୁ ସିଜିମାଳି ବକ୍ସାଇଟ ଖଣି ପର୍ଯ୍ୟନ୍ତ ସଂଯୋଗ ହେବ ନୂଆ ଲାଇନ୍। ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅଧୀନରେ ନୂଆ ଲାଇନ ସଂଯୋଗ ହେବ।
Credible Local News of Odisha