ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୧ଟି ପ୍ରକଳ୍ପକୁ ମଂଜୁରୀ

୧୧ ପ୍ରକଳ୍ପରେ ୨୨୫୩ କୋଟି ନିବେଶ ହେବାକୁ ଥିବାବେଳେ ନିଯୁକ୍ତି ପାଇବେ ୩୮୧୭ ଜଣ।

ସୁନ୍ଦରଗଡ଼ରେ ଆଇରନ୍ ଓର୍ ପ୍ଲାଣ୍ଟରେ ୫୩୩ କୋଟି ନିବେଶ ହେବାକୁ ଥିବାବେଳେ ୧୦୨୯ ଜଣ ନିଯୁକ୍ତି ହେବେ। ସୁନ୍ଦରଗଡ଼ରେ ଫେରୋ ଆଲୟଜ୍ ପ୍ଲାଣ୍ଟରେ ୫୨୦ କୋଟି ନିବେଶ ହେବ ଏବଂ ୬୦୦ ଜଣ ନିଯୁକ୍ତି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes