ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ ଏହି ହତ୍ୟା ଘଟଣା ଘଟିଛି।
ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ।ମୃତକ ରାଉତବାହାଲ ଗାଁର ଏବଂ ଅଭିଯୁକ୍ତ ଖୁଣ୍ଟିଆପଡ଼ା ଗାଁର ବୋଲି ସୂଚନା ମିଳିଛି।
Credible Local News of Odisha