ସିଆର୍ସି ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ମନ୍ତ୍ରୀ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭୁବନେଶ୍ୱରରୁ ନିମାପଡ଼ା ଆସୁଥିବା ବେଳେ ସ୍କୁଲ ସମୟରେ ଜଗନ୍ନାଥପୁର ନିକଟରେ ଶିକ୍ଷକଙ୍କୁ ଦେଖି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଜଣେ ସିଆର୍ସି ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version