ସାହିତ୍ୟ ସମ୍ମିଳନୀର ଉଦଯାପନୀ ଉତ୍ସବ

ସୋନପୁର ଗ୍ରାମ ପଞ୍ଚାଯତ ଡ଼ିଗ୍ରୀ ମହାବିଦ୍ୟାଳୟ, ଳଛିପୁରରେ ନୂଆଁ-ଓ ଅନ୍ତର୍ଗତ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପରିପ୍ରେକ୍ଷୀରେ ଓଡିଆ ସାହିତ୍ୟ ସମ୍ମିଳନୀର ଉଦଜାପନୀ ଉତ୍ସବ ପାଳିତ ହୋଇଛି l

ଏଥିରେ ଶ୍ରୀ ଅରୁଣ କୁମାର ନାଏକ ସଭାପତିତ୍ଵ କରିଥିଲେ । ଅତିଥି ଭାବରେ ଏ ଅଞ୍ଚଳର ସାହିତ୍ୟିକ ତଥା କବି ଶ୍ରୀଯୁକ୍ତ ରାମେଶ୍ଵର ଛତରିଆ, ଅଖୋଜ କୁମାର ଷାଣ୍ଢ, ନନ୍ଦକାହ୍ନା ପୁଝାରି, କୃପାସିନ୍ଧୁ ମହାକୁର ଏବଂ ଉମାକାନ୍ତ ହୋତା ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version