ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଆଗରେ ଦୁଇ ଦିନ ଧରି ଲମ୍ବା ଲାଇନ୍ ପରେ ରାସ୍ତା ଅବରୋଧ କଲେ ଚାଷୀ। ସାର ପାଇଁ ରାତିରୁ ଆସି ଲମ୍ବା ଲାଇନ୍ରେ ଠିଆ ହେବା ପରେ ରାସ୍ତା ଅବରୋଧ କରିଛନ୍ତି। ଆସିକା ବସ୍ଷ୍ଟାଣ୍ଡ ନିକଟରେ ଶହ ଶହ ଚାଷୀ ରାସ୍ତା ଅବରୋଧ କରିଛନ୍ତି।
Credible Local News of Odisha