ସାର ଅଭାବ ପ୍ରତିବାଦରେ ଏନ୍‌ଏଚ୍‌ ଅବରୋଧ କଲେ ଚାଷୀ

ମାଲକାନଗିରିରେ NH-୩୨୬ ମାଥିଲି ଲ୍ୟାମ୍ପ୍‌ସ ନିକଟରେ ଚାଷୀ ଅବରୋଧ କରିବା ସହ ସାର ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଛନ୍ତି।

ପୂର୍ବରୁ ସାର କଳାବଜାରୀ ନେଇ ଅଭିଯୋଗ କରିଥିଲେ ଚାଷୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes