ସାରଦା ମାଇନ୍ସର ଦୁଇ ନିର୍ଦ୍ଦେଶକଙ୍କ ଘରେ ଇଡିର ଚଢ଼ାଉ

ବେଆଇନ ଅର୍ଥ କାରବାର ଲିଙ୍କ ଅଭିଯୋଗରେ ସାରଦା ମାଇନ୍ସର ଦୁଇ ନିର୍ଦେଶକଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ଇଡି ଚଢ଼ାଉ କରିଛି l
ବଡ଼ବିଲ ସ୍ଥିତ ଘର ଓ କାର୍ଯ୍ୟାଳୟ ସମେତ ତିନୋଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes