ସାମ୍ବାଦିକ ସଂଘ ଓ ସ୍ପୋର୍ଟସ କ୍ଲବ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ବିନିକା ସାମ୍ବାଦିକ ସଂଘ ଓ ସ୍ପୋର୍ଟସ କ୍ଲବ ତରଫରୁ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।ସଂଘ ଉପଦେଷ୍ଟା ସୋମନାଥ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ବିନିକା ଅଞ୍ଚଳ ବିକାଶ ଦିଗରେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ।ସଂଘ ସଭାପତି ସୃଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସ୍ପୋର୍ଟସ କ୍ଲବ ସଦସ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes