ସାମ୍ବାଦିକ ଶିବରାମ ଡାକୁଆଙ୍କ ବିୟୋଗରେ ଶୋକସଭା

ଗତ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ଶିବରାମ ଡାକୁଆଙ୍କ ବିୟୋଗ ହୋଇଥିବା ବେଳେ ଆଜି ପୋଲସରାଠାରେ ଶୋକସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ପୋଲସରା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes