ସାମ୍ବାଦିକ ଅରବିନ୍ଦମଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ସହ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖବର ଦାତା ଅରବିନ୍ଦମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେରେ ମଙ୍ଗଳବାର ସମ୍ପନ୍ନ ହୋଇଛି।

ଗାଁରେ ଅରିନ୍ଦମଙ୍କ ପ୍ରତିମୃତ୍ତିକୁ ଓଟିଭି ଏମଡି ଜଙ୍ଗି ମଙ୍ଗତ ପଣ୍ଡା ଓ ଅରିବିନ୍ଦମଙ୍କ ମା’ କୁନି ଦାସ ଅନାବରଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes