ସାମାନ୍ୟ ବର୍ଷାରେ ଉବୁଟୁବୁ ୫ଟି ସ୍କୁଲ

କେନ୍ଦୁଝର ସହର ୫ଟି ସ୍କୁଲ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାହାର ଓ ଭିତରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ କାମ କରାଯାଇଛି ।

କିନ୍ତୁ ସଠିକ୍ ମାନର କାମ ହୋଇ ନଥିବାରୁ ସାମାନ୍ୟ ବର୍ଷାରେ ବାହାର ପାର୍ଶ୍ଵରେ ପାଣି ଜମା ହୋଇ ଅସୁରକ୍ଷିତ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version