ସାଫ ଫୁଟବଲ ଫାଇନାଲ ଦେଖିଲେ ନବୀନ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ସାଫ ଫୁଟବଲର ଭାରତ -ବାଂଲାଦେଶ ଫାଇନାଲ ମ୍ୟାଚକୁ ଦର୍ଶକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଭୋଗ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije