ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାର ତଦନ୍ତ ନିର୍ଦ୍ଦେଶ

ଗଞ୍ଜାମରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ପିସିସିଏଫ୍।

ତଦନ୍ତ କରି ତଥ୍ୟ ପ୍ରଦାନ କରିବାକୁ DFOଙ୍କୁ କୁହାଯାଇଥିବା କହିଲେ। ସାପ କେଉଁଠୁ ଆସିଲା, କିଏ ଯୋଗାଇଛି ସେସବୁର ତଦନ୍ତ ହେବ।ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ପିସିସିଏଫ୍।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version