ସାପୁଆ ନଦୀର ରମ୍ପା ବନ୍ଧରେ ବନ୍ୟାଜଳ ପ୍ରବାହିତ

ପୂର୍ବରୁ ସୃଷ୍ଟ ଘାଇ ମରାମତି ନ ହେବାରୁ ବନ୍ଧ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି।

ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାସହ ରାସ୍ତା ଉପରେ ୩ ଫୁଟ୍‌ର ପାଣି ଚାଲୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes