ଟିଟିଲାଗଡ଼ ଥାନାରେ ଆତ୍ମସମର୍ପଣ କରି ବଡ଼ ଭାଇ ମାନିଥିବା ସୂଚନା ମିଳିଛି। ୫ରୁ ୬ ମାସ ତଳୁ ନିଖୋଜ ଅଛନ୍ତି ହାଟପଦା ପଡ଼ାର ନାବାଳକ।ପୁଅ ନିଖୋଜ ଥିବା ନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମାଆ।ପରବର୍ତ୍ତୀ ସମୟରେ ବଡ଼ ପୁଅକୁ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ସାନ ଭାଇକୁ ମାରି ପ୍ରଥମେ ଘର ପଛ ପଟେ ପୋତିଥିଲା ବଡ଼ ଭାଇ। ପରେ ଅନ୍ୟ କୌଣସି ସ୍ଥାନରେ ପୋତି ଦେଇଥିବା ସୂଚନା ମିଳିଛି।
ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଉଭୟଙ୍କ ବୟସ ୧୨ ଓ ୧୭ ବର୍ଷ ବୋଲି ସୂଚନା ମିଳିଛି।