ସାନିଟେସନ କାର୍ଯ୍ଯକୁ ନେଇ ବିଜ୍ଞପ୍ତି ପ୍ରକାଶ

ବଲାଙ୍ଗିର ଜିଲ୍ଲା ତୁଷୁରା ଏନ.ଏ.ସି ୧୧ଟି ୱାର୍ଡରେ ସାନିଟେସନ କାର୍ଯ୍ଯକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୧୮ ଯାଏ ବିଡ ଆବେଦନ କରିପାରିବେ ବୋଲି ପ୍ରଶାସନ ଜଣେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes