ସାନଘାଗରା ପର୍ଯ୍ୟଟନ କେନ୍ଦ୍ର ରେ ପର୍ଯ୍ୟଟକ ଙ୍କ ଭିଡ

ବଡ ଦିନ ଛୁଟି ଉପଲକ୍ଷେ ରାଜ୍ୟ ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ରେ ପର୍ଯ୍ୟଟକ ଙ୍କ ଭିଡ ଜମିଥିଲା। ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସି ଜଳ ପ୍ରପାତ, ସବୁଜ ବନାନୀ, ଶିଶୁ ଉଦ୍ୟାନ ବୁଲି ଦେଖିବା ସହ ବୋଟିଂ ଓ ଭୋଜିଭାତ ର ମଜା ଉଠାଇଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ସ୍ଥାନ ରେ ନାଚ ଗୀତ କରି ଦିନ ଟିକୁ କଟାଇ ଖୁସିରେ ଫେରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes