ସାନଖେମୁଣ୍ଡିରେ 24 ଘଣ୍ଟାରେ 106 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ 106, ଧରାକୋଟରେ 95, ଆସିକାରେ 90.8, ପୋଲସରାରେ 90.2, ସୋରଡ଼ାରେ 74.4 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes