ସାଧାରଣ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା

କ୍ରମାଗତ ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ ପୁଲିସ ଓ ଅର୍ଦ୍ଧ ସାମରିକ ବଳର ନୋଡାଲ ଅଫିସରଙ୍କ ସହ ସମୀକ୍ଷା କରୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପ୍ରଥମ ପର୍ଯ୍ୟାୟ ସମୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ଏନଫୋର୍ସମେଣ୍ଟ, ଶେଷରେ CS, ଡିଜିପିଙ୍କ ସହ ବୈଠକ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes