ସାତ ଲକ୍ଷର ବ୍ରାଉନସୁଗର ଜବତ, 2 ଗିରଫ

ଖୋର୍ଦ୍ଧା ଟାଉନ ପୁଲିସ ଆଜି ବରୁଣେଇ ଅଞ୍ଚଳରେ ଚଢ଼ାଉ କରି 71 ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l ଜବତ ବ୍ରାଉନସୁଗରର ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version