ସାତ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଖୋର୍ଦ୍ଧା, କେନ୍ଦୁଝର ଜିଲ୍ଲାରେ 6 ଟି ଉଚ୍ଚ ଶକ୍ତିସମ୍ପନ୍ନ ଗ୍ରୀଡ଼ ସବଷ୍ଟେସନ ଏବଂ ବଲାଙ୍ଗୀର-କେସିଙ୍ଗାରେ 220 କେଭି ଟ୍ରାନ୍ସମିଶନ ଲାଇନର ଉଦଘାଟନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes