ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୭ ଟପିଲା

୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ଥିବାବେଳେ ଭବାନୀପାଟଣା ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ବର ୩୪.୬, ରାଉରକେଲାରେ ୩୪.୪ ତାପମାତ୍ରା ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes