ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରରେ ୩୧.୬ ଡିଗ୍ରୀ

ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ତାତି ଜାରି ରହିଥିବା ବେଳେ ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୧.୬ ଡିଗ୍ରୀ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes