ରାଜନେତାଙ୍କ ପିଏ ପରିଚୟ ଦେଇ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କିନ୍ନର ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସହ ତାଙ୍କର ଦୁଇ ସହଯୋଗୀ ତୁଷାରକାନ୍ତି ବାଇକୁ ଓ ସୁନୀଲ ସାମନ୍ତରାୟକୁ ଗିରଫ କରିଛି ପୁଲିସ।
ଏମାନେ ଜଣେ ବ୍ୟବସାୟୀ ଠାରୁ ୩୧ ହଜାର ଠକେଇ କରିଥିବା ଅଭିଯୋଗ ପରେ ଗିରଫ ହୋଇଛନ୍ତି।