ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କଟକ-ଜଗତସିଂହପୁରର ଅନେକ ନେତା ବିଜେପି ଯିବେ ନେଇ ଚର୍ଚ୍ଚା ହେଉଛି।
ବିଜେଡିର ହେଭିୱେଟ୍ ରାଜ୍ୟସଭା ସାଂସଦ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ଦଳରେ ନେତୃତ୍ବ ଅଭାବ ନେଇ ଅସନ୍ତୁଷ୍ଟ ଥିଲେ।ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ଥିଲା ତୀବ୍ର ଅସନ୍ତୋଷ।