ସାଂସଦ ଅପରାଜିତାଙ୍କ ଜନ ଶୁଣାଣି

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସଂସଦୀୟ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ପ୍ରୟାସ କରିଥିଲେ l

ଆଗାମୀ ଦିନରେ ନିୟମିତ ଭାବେ ଏହି କାର୍ଯ୍ୟକ୍ରମ ଜାରି ରହିବ l ନିଜର ଗୋଷ୍ଠିଗତ, ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସହ ଜନସାଧାରଣ ଉପସ୍ଥିତ ହୋଇପାରିବେ ବୋଲି ସାଂସଦ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes