ସହ ୪ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ସହ ସମସ୍ତ ପଦବୀ ପୂରଣ ମାମଲାରେ ହାଇକୋର୍ଟ ଜବାବ ତଲବ କରିବା ସହ ୪ ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ସଚିବ, ଯୋଗାଣ ସଚିବ, ଖାଦ୍ୟ କମିଶନଙ୍କ ସଦସ୍ୟ ସଚିବଙ୍କୁ ନୋଟିସ ହୋଇଛି। ଆସନ୍ତା ଜୁଲାଇ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes