ସହାୟତା ଅପେକ୍ଷାରେ ଅଗ୍ନିବିପନ୍ନ ବୃନ୍ଦାବନ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନ ଧରମପୁର ଗ୍ରାମରେ ବୃନ୍ଦାବନ ବେହେରାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ଓ ଖାଦ୍ୟସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।

ସୂଚନାନୁସାରେ, ଆଜି ଭୋର ୪ଟାରେ ବୃନ୍ଦାବନ ଘରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା।ବୃନ୍ଦାବନଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ସହାୟତା ପାଇଁ ସେ ନିବେଦନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version