ସହମତିରେ ସମାଧାନ ପାଇଁ ଉଭୟ ଛତିଶଗଡ଼ ଓ ଓଡ଼ିଶା ରାଜି

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ସଂସଦରେ ସାଂସଦ ପ୍ରଦୀପ୍ତ ପୁରୋହିତଙ୍କ ପ୍ରଶ୍ନରେ ଜଳଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀଙ୍କ ଲିଖିତ ବିବୃତି ରଖିଛନ୍ତି।ଏନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ୍‌ଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି।ବିବାଦର ପାରସ୍ପରିକ ସମାଧାନ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି। ଏବେ ସୁଦ୍ଧା ଟ୍ରିବ୍ୟୁନାଲ ୪୯ଟି ଶୁଣାଣି ସହ ସାକ୍ଷ୍ୟ ମଧ୍ୟ ଗ୍ରହଣ କରିଛନ୍ତି। ୧୩ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଛି, ଅନ୍ତରୀଣ ରିପୋର୍ଟ ମିଳିନି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes