ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତି 3 କୋଟିରୁ ଅଧିକ

ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆଜି ହୋଇଥିବା ଭିଜିଲାନ୍ସ ଚଢ଼ାଉରେ 3 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି l

ଏହା ମଧ୍ୟରେ ଦେଢ଼ କୋଟି ଟଙ୍କାର କୋଠା, ତିନୋଟି ପ୍ଲଟ, 612 ଗ୍ରାମର ସୁନା, 520 ଗ୍ରାମର ରୁପା ଏବଂ 71 ଲକ୍ଷର ବୀମା ଅଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes