ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍ : ଛତିଶଗଡ ଫରେଷ୍ଟ କ୍ଲବ ସେମିରେ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଠାରେ ଜେଜଏସ କ୍ଳବ ଆନୁକୂଲ୍ୟରେ ଆୟୋଜିତ ୨୬ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୂଲ୍ – ‘ବି’ର ଦ୍ଵିତୀୟ ମ୍ୟାଚରେ ଛତିଶଗଡ ଫରେଷ୍ଟ କ୍ଲବ ଦଳ ରାଞ୍ଚିର ସେରସାକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes