ସର୍ବନିମ୍ନ ମଜୁରୀ ଦାବିରେ ବାଲାଜୀ ଗଣପତି ସୂତାକଳ ଶ୍ରମିକ ସଂଘର ବିକ୍ଷୋଭ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବାଲାଜୀ ଗଣପତି ସୂତାକଳ ଶ୍ରମିକ ସଂଘ ପକ୍ଷରୁ ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ, ଇପିଏଫ୍ ଟଙ୍କା ଓ ମିଲକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes