ସର୍ଗୁଳରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ସର୍ଗୁଲ ପଞ୍ଚାୟତରେ ପ୍ରଥମ ଓଡ଼ିଶା ତରଫରୁ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆଜିଠାରୁ ଆରମ୍ଭ ହୋଇଛି ।

ଏହା ଆସନ୍ତା ଜୁନ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ।ଶିବିରକୁ ସ୍ଥାନୀୟ ସରପଞ୍ଚ ଉଦ୍ଘାଟନ କରିଥିଲେ ।ଶିବିରରେ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ,ବୌଦ୍ଧିକ ତଥା ବିଭିନ୍ନ ଜ୍ଞାନ ଉପରେ ଶିକ୍ଷା ପ୍ରଦାନ କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version