ସରୋଜ ବେହେରା ବିଏସ୍ଇ ନୂଆ ସମ୍ପାଦକ

ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜ ବେହେରାଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ବ ଦେଇଛନ୍ତି ସରକାର।

ସମ୍ପାଦକ ଦାୟିତ୍ବରେ ଥିବା ସୋନିଆ ମିଶ୍ର ହୋଇଛନ୍ତି ଅବକାରୀ ଅତିରିକ୍ତ କମିଶନର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes