ସରୁନାହିଁ ପୋଲ କାମ ଯାତାୟାତ ବାଧାପ୍ରାପ୍ତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ମୁରଶୁଣ୍ଢୀ ପଂଚାୟତର ବଙ୍କିଆ ନିକଟରେ ଘୋଂଘିଜର ଉପରେ ନିର୍ମାଣ ଧୀନ ପୋଲ ଶୀଘ୍ର ସରୁ ନଥିବାରୁ ଲୋକେ ହଇରାଣ ହେଉଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes