ସରସରା ବସାବନ୍ଧ ଠାରେ ଦସହାର ମେଢ଼ରେ ଜଳ ମଧ୍ୟରେ ବାବାଙ୍କ ଆବିର୍ଭାବ

ଆଜି ସରସରା ୫୭ନମ୍ବର୍ ଜାତୀୟ ରାଜପଥ କଡରେ ଥିବା ବସାବନ୍ଧ ଠାରେ । ସରସରା ଅଧିଷ୍ଠାତା ଦେବତା ଶ୍ରୀ ବାବା ବୈଦ୍ୟନାଥଙ୍କ ଜଲମଧ୍ୟରେ ଆବ୍ରିଭାଵ ମୃତ୍ତି ଓ ତୋରଣ ବିଶେଷ ଆକର୍ଷଣ ଦେଖିବାକୁ ମିଳିଥିଲା ।

ଏହାକୁ ଦେଖିବା ପାଇଁ ଶହଶହ ଦର୍ଶକ ଭିଡ଼ ଦେଖୁବାକୁ ମିଳିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes