ସରପଞ୍ଚ ମହାସଂଘ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ମାଷ୍ଟରକ୍ୟାଣ୍ଟିନରୁ ନବୀନ ନିବାସ ଯିବା ବେଳେ ଶିଶୁଭବନ ଛକରେ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଛନ୍ତି।

ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes