ସରଗାଡ଼ ମୋୖଜ଼ାରେ ନୂତନ କ୍ରସର ନିର୍ମାଣ ନେଇ ଅସନ୍ତୋଷ

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ଗ୍ରାମ ପଂଚାୟତ ର ସୀମାନ୍ତବର୍ତ୍ତୀ ମୋୖଜ଼ା ରେ ଏକ ନୂତନ କ୍ରସର ନିର୍ମାଣକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି l ସୂଚନା ମୁତାବକ ସରଗାଡ଼ ଗ୍ରାମ ର ଜଣେ ବ୍ୟକ୍ତି ନିଜ ଜମି କୁ କ୍ରସର ନିର୍ମାଣ ସକାଶେ ସମ୍ବଲପୁର ଅଂଚଳ ର ଜଣେ ବ୍ୟକ୍ତି ଙ୍କୁ ଲିଜ଼ ସୂତ୍ର ରେ ଦେଇଛନ୍ତି l

ଗତକାଲି ସେହି ଜମି ରେ କ୍ରସର ନିର୍ମାଣ ସକାଶେ ଗଛ କାଟି ସଫେଇ କାର୍ଯ୍ୟ ଚାଲୁଥିବା ବେଳେ ଉପରବାହାଲ ଗ୍ରାମ ପଂଚାୟତ ର ଉପରବାହାଲ ଓ ଉଛୁବପାଲି ର ଗାଁ ଲୋକେ ଆସି ସେଠାରେ କ୍ରସର ନିର୍ମାଣ କୁ ବିରୋଧ କରି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes