ସରକାରୀ ସହାୟତା ଅପେକ୍ଷାରେ ଟିକରଗୁମୁରା ବାସୀ

କେନ୍ଦୁଝର ସହର ନିକଟ ମଣ୍ଡୁଆ ପଞ୍ଚାୟତର ଟିକରଗୁମୁରା ଗ୍ରାମରେ ଜଳବନ୍ଦୀରେ ବହୁଘର ରହିଥିଲେ ହେଁ ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଚିନ୍ତାରେ ରହିଛନ୍ତି ।

ବର୍ଷା ଯୋଗୁଁ ଗରିବ ଲୋକଙ୍କ ଘର୍ ଭାଙ୍ଗି ଯାଇଥିବାରୁ ବାସହୀନ ହୋଇ ପଡିଛନ୍ତି। ବର୍ଷା ଲାଗି ରହିଥିବାରୁ ବହୁ ହିନସ୍ଥା ହେଉଛନ୍ତି। ତୁରନ୍ତ ସହାୟତା ଦେବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes